ନଦୀ ପାର ହୋଇ ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚୁଛନ୍ତି କୋରାପୁଟ ଜିଲ୍ଲାପାଳ; ସରକାରୀ ଯୋଜନାର ସ୍ଥିତି ପରଖି ତ୍ୱରିତ ସମାଧାନ ପାଇଁ ଦେଉଛନ୍ତି ନିର୍ଦ୍ଦେଶ। ରିପୋର୍ଟ ସିଏଚ. ଶାନ୍ତାକାର