ଦୁର୍ଦ୍ଦାନ୍ତ ଦନ୍ତାକୁ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜର ଦୁଆରସୁଣୀ ଅଞ୍ଚଳରେ ଛାଡ଼ିବାକୁ ନେଇ ଗତକାଲି ରାତିଠାରୁ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ରିପୋର୍ଟ: ସଞ୍ଜୟ ପରିଡ଼ା