ପ୍ରଥମେ ଶିମିଳିପାଳ ବାସୀନ୍ଦାଙ୍କ ପାଇଁ ଯୋଗାଯୋଗର ସୁବିଧା ନିମନ୍ତେ ୪ଟି BSNL ଟାୱାରର ଶୁଭ ଉଦଘାଟନ କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ।