Surprise Me!

ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ; ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି, ଦୁଇ ଦିନ ବିଭିନ୍ନ ରୁଟ୍‌ରେ କଟକଣା, ସହଯୋଗ ପାଇଁ ପ୍ରଶାସନର ଅପିଲ୍

2026-08-02 95 Dailymotion

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଉ ଏକ ବଡ଼ ବିଶେଷତା ହେଉଛି ଟ୍ରେନ୍ ଯାତ୍ରା । ଅଗଷ୍ଟ ୪ରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିବେ । ରିପୋର୍ଟ- ସମୀର ଆଚାର୍ଯ୍ୟ