Surprise Me!

ମିଳୁନି ଗ୍ୟାସ ସିଲିଣ୍ଡର; ବିକଳ୍ପ ଚୁଲା ତିଆରିଲେ ୱେଲଡିଂ ଦୋକାନୀ, 15 ଟଙ୍କା ଖର୍ଚ୍ଚରେ ଦୁଇ ଦିନ ରୋଷେଇ

2026-04-05 411 Dailymotion

ନିଆରା ମୋବିଲ ଚୁଲା । ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ମଧ୍ୟରେ ଏହି ସ୍ୱତନ୍ତ୍ର ଚୁଲା ପରିବେଶ ଉପଯୋଗୀ କହିଲେ ପ୍ରସ୍ତୁତକାରୀ । ରିପୋର୍ଟ- ଗୋବିନ୍ଦ ଚନ୍ଦ୍ର ପଣ୍ଡା