ଜଗତସିଂହପୁରରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ବାହାର ରାଜ୍ୟରେ କାମ କରୁଥିଲେ, ନିର୍ବନ୍ଧ ପାଇଁ ଘରକୁ ଆସିଥିଲେ । ବିଲରୁ ମିଳିଲା ମୃତଦେହ ।