Surprise Me!

୭୦୭ ଦୁର୍ଗମ ଗାଁରେ ବସିବ 4G ଟାୱାର; ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

2026-06-18 0 Dailymotion

ଏଥିପାଇଁ ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ- ଭବାନୀ ଶଙ୍କର ଦାସ