ସୁଭଦ୍ରା ଯୋଜନାରେ ନୂଆ କରି ଯୋଡି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରକେ 2ଟି କିସ୍ତିର ଟଙ୍କା ଟ୍ରାନ୍ସଫର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।