ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁଯାୟୀ, 2023ରେ 860 ମହିଳା ନିର୍ଯାତନାର ଶିକାର । ପୁରୀ ପୋଲିସ ସୂଚନା, 3 ମାସରେ 142 ଅପହୃତ ମହିଳା ଓ ନାବାଳିକା ଉଦ୍ଧାର ।