Surprise Me!

ସିକ୍କିମର ବରଫାଚ୍ଛନ ଅଞ୍ଚଳରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଲେ 3 ବିଦ୍ୟାର୍ଥୀ

2025-12-05 144 Dailymotion

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ହେଉଛନ୍ତି ଅଜୟ କୁମାର ବେହେରା, ରାଜେଶ୍ୱରୀ ସାହୁ ଏବଂ ଅଂଶୁମାନ ସାହୁ ।