Surprise Me!

ଦିଲ୍ଲୀରୁ ବଡ଼ ନିବେଶ ଆଶ୍ୱାସନ ନେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ; ୬୬,୩୯୨ କୋଟି ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସମ୍ଭାବନା

2026-08-08 0 Dailymotion

ଦୁଇ ଦିନର ନିବେଶ ଆଉଟରିଚ୍ ରେ ରାଜ୍ୟକୁ ମୋଟ୍ ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ରିପୋର୍ଟ- ଭବାନୀ ଶଙ୍କର ଦାସ