ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ । କୋଲକାତା ନିବେଶ ସମ୍ମିଳନୀରେ ୨୭ ଏମଓୟୁ ସ୍ୱାକ୍ଷରିତ । ଓଡ଼ିଶା ଏବେ ବ୍ୟାପକ ଅର୍ଥନତୈିକ ରୂପାନ୍ତରଣ ଦିଗରେ ଆଗଉଛି କହିଲେ ମୁଖ୍ୟମନ୍ତ୍ରୀ ।