ଭୁବନେଶ୍ବର ଲୋକସେବା ଭବନରେ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବରେ ମୋହର ବାଜିଛି । ଆଇଏଚସି ଏବଂ ଅଦାନୀ ଗ୍ରୁପ ସହ ରାଜ୍ୟ ସରକାର ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ