Surprise Me!

ବଢ଼ିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ, ତ୍ୱରାନ୍ୱିତ ହେବ ନିର୍ମାଣ କାର୍ଯ୍ୟ

2026-03-31 1 Dailymotion

ବିଦ୍ୟାଳୟ ପାଇଁ ଜାଗା ନିରୁପଣ, ବିଦ୍ୟାଳୟ ବିଲ୍‌ଡିଂର ଢାଞ୍ଚା ଏବଂ ଏଥିନିମନ୍ତେ ଆବଶ୍ୟକୀୟ ବ୍ୟୟ ଅଟକଳ ବିଷୟରେ ବୈଠକର ଆଲୋଚନା ହୋଇଛି । ରିପୋର୍ଟ- ଭବାନୀ ଶଙ୍କର ଦାସ