ଧୀରେ ଧୀରେ ସ୍ୱାଭାବିକ ସ୍ଥିତି ଆଡକୁ ଯାଉଛି ବିମାନ ଯାତ୍ରା। ବିମାନ ବାତିଲ ଅସୁବିଧା ନେଇ ଯାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ସତର୍କ, ସଚେତନ ଓ ନିବେଦନ କରିଛନ୍ତି ।