ଓଡିଶା ବିପକ୍ଷରେ କର୍ଣ୍ଣାଟକ ଟିମର ଦମଦାର ପ୍ରଦର୍ଶନ । ଟିମର କ୍ୟାପଟେନ୍ ତଥା ରାହୁଲ ଦ୍ରାବିଡଙ୍କ ପୁଅ ଅର୍ଦ୍ଧଶତକ ହାସଲ କରି ନଟ୍ ଆଉଟ ଥିବା ବେଳେ ଓପନର ଚମତ୍କାର ଇନିଂସ ଖେଳିଥିଲେ ।