ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ଓଡିଶା ଗବେଷଣା ସମ୍ମିଳନୀ, ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନରେ ଗବେଷଣାକୁ ଉତ୍ସର୍ଗୀକୃତ କରିବା ପାଇଁ ଆହ୍ୱାନ।