ଉତ୍ତର-ଉପକୂଳ ଓଡ଼ିଶା ଓ ଗାଙ୍ଗେଟିକ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ ସକ୍ରିୟ ରହିଛି । ଏହା ଘଣ୍ଟାପ୍ରତି ୧୨ କିମି ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରୁଛି । ରିପୋର୍ଟ- ଦେବସ୍ମିତା ରାଉତ