ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା । ଦିନକରେ ଆତ୍ମସମର୍ପଣ କଲେ ୧୯ ଜଣ ମାଓବାଦୀ । ଗତବର୍ଷ ୨୯ ଜଣଙ୍କୁ କରାଯାଇଥିଲା ଏନକାଉଣ୍ଟର- ପୋଲିସ ଡିଜି