ପାରମ୍ପରିକ ହସ୍ତଶିଳ୍ପ ପାଇଁ ଓଡ଼ିଆ ଦମ୍ପତିଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି । ନିଖୁଣ ପଟ୍ଟଚିତ୍ରରେ ମାହିର ଶିଳ୍ପ ଗୁରୁ ସୁଧୀର । ହସ୍ତଶିଳ୍ପକୁ ଉଦ୍ଜୀବିତ ରଖିଛନ୍ତି ଉର୍ବଶୀ ।