ଉଧମପୁରଠାରେ ଆୟୋଜିତ ଉତ୍ତର କମାଣ୍ଡ ବୀରତା ସମ୍ମାନ ସମାରୋହ-୨୦୨୬ରେ ମେଜର ସ୍ୱରୂପ ଅଞ୍ଜନ ବେହେରାଙ୍କୁ ଭାରତୀୟ ସେନାର ମର୍ଯ୍ୟାଦାଜନକ 'ସେନା ମେଡାଲ' ପ୍ରଦାନ କରାଯାଇଛି।