ଜାତୀୟ ଅନ୍ତର୍ଜାତୀୟ କାଇଟ ଫେଷ୍ଟିଭାଲରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି । ଆନ୍ତର୍ଜାତୀୟ କାଇଟ ପ୍ଲେୟାର ସୃଷ୍ଟି ପାଇଁ ଦେଉଛନ୍ତି ପ୍ରଶିକ୍ଷଣ ।