ଅନିଲଙ୍କ ସାନପୁଅ ବିଶ୍ୱଭୂଷଣ ମହାଳିକ ୨୦୨୨ ସେପ୍ଟେମ୍ବର ୨୬ରେ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ସ୍ମୃତିରେ ବାପା ଅନିଲ ମହାଳିକ ଟ୍ରଷ୍ଟ ଗଠନ କରିଛନ୍ତି । ସତ୍ୟଜିତ ରାଉତଙ୍କ ରିପୋର୍ଟ ।