Surprise Me!

ଜମି ବିକ୍ରି କରି ପୁଅକୁ ଚାମ୍ପିଅନ୍ ବନାଇଲେ ବାପା; ସରକାରୀ ସହାୟତା ଅପେକ୍ଷାରେ କୃଷକ ପରିବାର

2026-07-13 15 Dailymotion

ଆର୍ଥିକ ଅନାଟନ ଓ ସରକାରୀ ଅବହେଳାକୁ ମାତ୍ ଦେଇ ସାଉଥ୍ ଏସିଆନ୍ ଜୁ-ଜିତ୍‌ସୁ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଲେ ପୁରୀର ଚାଷୀପୁଅ ଅମରେଶ୍ୱର ସ୍ୱାଇଁ। ସ୍ୱତନ୍ତ୍ର ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ