Surprise Me!

ବଙ୍ଗୋପସାଗରରୁ ମିଳିଲା 2 ବିରଳ ସାମୁଦ୍ରିକ କୀଟ, 'ଏମାନଙ୍କ ଉପସ୍ଥିତି ପରିବେଶ ପ୍ରଦୂଷଣ ସଂପର୍କରେ ଦିଏ ସୂଚନା '

2025-12-16 139 Dailymotion

ଗଞ୍ଜାମ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର(ZSI)କୁ ମିିଳିଛି ବଡ଼ ସଫଳତା । ଆବିଷ୍କାର ହେଲେ ଆଉ ଦୁଇଟି ନୂତନ ପ୍ରଜାତିର ସାମୁଦ୍ରିକ କୀଟ ।