Surprise Me!

ଗାଁ ମଝିରେ ଚାଲିଥିଲା ନିଶା ବେପାର, ଗ୍ରାହକ ସାଜି ମାଡ଼ି ବସିଲା ପୋଲିସ, ଘରୁ ମିଳିଲା ଲକ୍ଷାଧିକ ଟଙ୍କା

2026-06-20 7 Dailymotion

ପରିବାର ଚଳାଇଥିଲେ ନିଶା ବେପାର ନେଟୱାର୍କ । ୩୦ ଲକ୍ଷରୁ ଅଧିକ ଟଙ୍କା ଓ ୨୨ ମୋବାଇଲ୍ ଜବତ । ଅପରାଧୀଙ୍କ ନାମରେ ୧୦ରୁ ଅଧିକ ମାମଲା, ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ