କଟକ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ ଦିଆଯିବା ସହ ଅଭିଯୋଗରେ ହ୍ୟୁମାନଙ୍କ ପତ୍ନୀ, ବାନ୍ଧବୀ, ବ୍ୟକ୍ତିଗତ ସହାୟକ, ଡାକ୍ତରଙ୍କ ସମେତ ଏକାଧିକ ବ୍ୟକ୍ତି ବିଶେଷଙ୍କ ନାମ ଉଲ୍ଲେଖ କରାଯାଇଛି ।