କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲାର ୧୦ମ ଶ୍ରେଣୀ ଛାତ୍ରଙ୍କ ନିଆରା ପ୍ରୟାସ । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଏ.ଆଇ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି Tech for tails ପ୍ରୋଜେକ୍ଟ ।