କୋର୍ଟରେ ବୋମା । ଆସିଲା ଧମକପୂର୍ଣ୍ଣ ମେଲ୍ । କଟକ, ସମ୍ବଲପୁର, ଦେବଗଡ କୋର୍ଟରେ ବୋମା ଥିବା ଧମକପୂର୍ଣ୍ଣ ମେଲ ଆସିଛି । 3 କୋର୍ଟରେ ପୋଲିସର ଛାନଭିନ ଜାରି ରହିଛି ।