ପୋଥି ଚିତ୍ର କାରିଗରୀକୁ ଅଧିକ ପରିପୁଷ୍ଟ କରାଯିବ । ପାରମ୍ପରିକ କାରିଗରୀକୁ ପୁଣି ଫେରିବେ ଯୁବପିଢ଼ି । ବ୍ୟାବସାୟିକ ଭିତ୍ତିଭୂମିକୁ ବୃଦ୍ଧି କରାଯିବ । ନାୟକପାଟଣାରେ ହେବ କମନ୍ ଫ୍ୟାସିଲିଟି ସେଣ୍ଟର ।