Surprise Me!

ଗାଁ ବୁଥରୁ ଗାଁ ଭୋଟର କଟିବା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

2026-08-07 5 Dailymotion

ଯେଉଁ ଗାଁରେ ବୁଥ ଥିଲା ସେହି ଗାଁର ଭୋଟର ମାନେ ଅନ୍ୟ ଗାଁକୁ ଯିବେ ଭୋଟ୍ ଦେବାପାଇଁ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରିପୋର୍ଟ-ଜୀବନଜ୍ୟୋତି ନାୟକ