ପ୍ରବଳ ଗ୍ରୀଷ୍ମ ଲହରୀରେ ସିଝୁଛି ବୌଦ୍ଧ ଜିଲ୍ଲା, ଉପାନ୍ତରେ ପାନୀୟ ଜଳର ଉତ୍କଟ ଅଭାବ, ଅଘୋଷିତ ବିଦ୍ୟୁତ କାଟ୍ ଜିଲ୍ଲାବାସୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ରିପୋର୍ଟ: ସତ୍ୟ ନାରାୟଣ ପାଣି