୨୦୨୭ ମସିହାରେ ରାଜ୍ୟରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନ 5ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଓ 2ଟି ପର୍ଯ୍ୟାୟରେ ପୌରନିର୍ବାଚନ କରାଇବାକୁ ଯୋଜନା କରୁଛନ୍ତି ।