ରାଜ୍ୟରେ ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସରକାରଙ୍କ ଗୁରୁତ୍ବାରୋପ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ରୋଡ ମ୍ୟାପ ପ୍ରସ୍ତୁତ । ରିପୋର୍ଟ: ସଞ୍ଜୀବ କୁମାର ରାୟ