Surprise Me!

ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ, ଯୋଗଦେବେ ଉପରାଷ୍ଟ୍ରପତି

2026-01-18 1 Dailymotion

ନେତାଜୀ ଜୟନ୍ତୀରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ । ଏହି ଗ୍ୟାଲେରୀରେ ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ ।