ନୂଆ ରଥ ତିଆରି ପାଇଁ ମହାରଣା ସେବାୟତ ୩୫୦୦ ସିଫ୍ଟ ଶାଳକାଠ ପାଇଁ କହିଥିଲେ । ବିଭିନ୍ନ ଜଙ୍ଗଲରୁ ଦେଢ଼ ହଜାର ସିଫ୍ଟ ଶାଳକାଠ ସଂଗ୍ରହ ହୋଇଛି ।ରିପୋର୍ଟ-ରାଧାକାନ୍ତ ମହାନ୍ତି