ବଢିପାରେ ବିଧାନସଭା ସିଟ୍ ସଂଖ୍ୟା । ଓଡ଼ିଶାରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଓ ବିଧାନସଭା କମ୍ପ୍ଲେକ୍ସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ।