ସମ୍ବଲପୁରର ଅଯୋଧ୍ୟା ସାଗରର ପୁନଃବିକାଶ ଏବଂ ସ୍ଥାୟୀ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଓଡ଼ିଶା କ୍ୟାବିନେଟ୍ ପ୍ରାୟ ୪୪୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛି । ରିପୋର୍ଟ: ବାଦଶାହ ଜୁଶ୍ମନ ରଣା