ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ 'କଳିକା' ନାମକ ସାନିଟାରୀ ନାପକିନ ପ୍ୟାଡ୍ ତିଆରି ୟୁନିଟ ସ୍ଥାପିତ ହୋଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଦକ୍ଷତା ଭିତ୍ତିକ ରୋଜଗାର ଉଦ୍ଦେଶ୍ୟରେ ଦିଆଯାଉଛି ତାଲିମ୍ ।