ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜ୍ୟର ପ୍ରଥମ କିନ୍ନର ଭାବରେ PhD କରିବେ କିନ୍ନର ଦୀପ୍ତିରଞ୍ଜନ ମହାପାତ୍ର । କେମିତି ରହିଛି ତାଙ୍କ ସଂଘର୍ଷର ଯାତ୍ରା ? ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି ?