ହିମାଳୟ ଶିଖରରେ ୮୦ ମିଟର ଲମ୍ବ ଜାତୀୟ ପତାକା ଉତ୍ତୋଳନ କରିବାର ସଙ୍କଳ୍ପ ନେଇ ଏହି ଅଭିଯାନ ଆରମ୍ଭ କରିଛନ୍ତି ମହିଳା ପର୍ବତାରୋହୀ ଦଳ । ରିପୋର୍ଟ ମନୋରଞ୍ଜନ ଶଙ୍ଖୁଆ