ଦୁଇ ଦିନ ଧରି ଅନୁଷ୍ଠିତ ହେବ ରାଇରଙ୍ଗପୁରରେ ବାହୁଡ଼ା ରଥଯାତ୍ରା । ପ୍ରଥମ ଦିନରେ ପୁରୁଷମାନେ ରଥ ଟାଣିବାର ବିଧି ଥିବାବେଳେ ଆସନ୍ତାକାଲି ମହିଳାମାନେ ରଥ ଟାଣିବେ । ରିପୋର୍ଟ- ସଂଜୟ ପରିଡ଼ା