Surprise Me!

ଶେଷ ପର୍ଯ୍ୟାୟରେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ଦେବଦମ୍ପତିଙ୍କ ବିବାହ ଏବଂ ଯୁଗଳ ଦର୍ଶନ ଦେଖିବାକୁ ଭକ୍ତଙ୍କ ଭିଡ଼

2026-06-20 0 Dailymotion

ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀ ଯାତ୍ରା । ଚଳିତବର୍ଷ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ସାମଗ୍ରିକ ଭାବେ 10 ହଜାର କଳାକାର ଭାଗ ନେଇଛନ୍ତି । ରିପୋର୍ଟ- ବାଦଶାହ ଜୁସ୍ମନ ରଣା