Surprise Me!

ଆସନ୍ତାକାଲି ବେଗୁନିଆକୁ ଶିଳ୍ପ ଭେଟି ଦେବେ ମୁଖ୍ଯମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

2026-04-07 78 Dailymotion

ଭୂଇଁପୁର ଶିଳ୍ପାଞ୍ଚଳରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । 13 ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରିପୋର୍ଟ: ଗୋବିନ୍ଦ ଚନ୍ଦ୍ର ପଣ୍ଡା