Surprise Me!

ଚନ୍ଦନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି, ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା

2026-04-02 3 Dailymotion

ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀ ଜଳରାଶି ଭିତରୁ ଉପରକୁ ଅଣାଗଲା ମହାପ୍ରଭୁଙ୍କ ଚାପ ଡଙ୍ଗା । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର