ଲିଙ୍ଗରାଜ ମନ୍ଦିର ଜାଗର ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଲୋକସେବା ଭବନର ଆଇନ ବିଭାଗର ସମ୍ମିଳନୀ କକ୍ଷରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।