ଆଜି ସଂଧ୍ୟା ୬ଟା ଯାଏ ଆଡ଼ପ ଦର୍ଶନ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଡ଼ପ ଅବଢ଼ା ରାତି ୧୨ଟା ଯାଏ ଉପଲବ୍ଧ ରହିବ। ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର