ବର୍ଷ ତମାମ୍ ଏହି ପୋଖରୀ ଜଳରେ ଗୋପନରେ ଶୟନରତ ଥିବା ଭଗବାନ ନାରାୟଣ ଗୋସେଇଁ ପଣାସଂକ୍ରାନ୍ତୀ ଠାରୁ ମାତ୍ର ୩ ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରନ୍ତି। ରିପୋର୍ଟ-ଜ୍ଞାନ ରଞ୍ଜନ ଓଝା