Surprise Me!

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ଧୁ୍ମ୍‌ଧାମ୍‌ରେ ସରିଲା ଦେବ ଦମ୍ପତିଙ୍କ ବିବାହ, ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା

2026-06-19 0 Dailymotion

ଆଜି ଭୋର 4ଟା ସମୟରୁ ବିବାହ ରୀତିନାତି ଆରମ୍ଭ ହୋଇଥିଲା ।ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି ।ରିପୋର୍ଟ: ବାଦଶାହ ଜୁସ୍ମନ ରଣା