Surprise Me!

ଆଜି ପ୍ରଭୁ ଲିଙ୍ଗରାଜ ଏବଂ ମାତା ଗୌରୀଙ୍କ ବିବାହ ଉତ୍ସବ; ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ପଡ଼ିବ ହାତଗଣ୍ଠି

2026-06-18 0 Dailymotion

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ରାତି ୧୧.୩୦ରେ ପ୍ରଭୁ ଲିଙ୍ଗରାଜ ବର ବେଶରେ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିବେ । ରିପୋର୍ଟ- ଦେବସ୍ମିତା ରାଉତ